କବିତା
କୁନି ପାଇଁ ଚୂନି ଗୀତ

ଠୋ ଠା ଠି
ମାଛି କରଇ ଭଣ୍ ଭଣ୍
କରରେ ତା`କୁ ଛି
ମହୁମାଛି ରସଟି ଧରେ
ମହୁଫେଣା ତିଆରି କରେ
ଟୋପେ ମିଳିଲେ ଦିଅରେ ଚାଟି
ପାଇଲେ ବେଶି ଖାଅରେ ବାଣ୍ଟି
ଘର ବାହାରେ ଫୁଟୁଛି ଵାଣ
ଶୁଭଇ ଢା ଢି
ମୁନୀ କାନ୍ଦିଲା
କୁନି ହସିଲା
ହା ହା ହା ହି।
ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
04-02-2024 / 18:39:22
ସୁନ୍ଦର।ଭଲଲାଗିଲା।
ହରିପ୍ରିୟା ପଟ୍ଟନାୟକ
29-01-2024 / 18:32:30
ଆପଣଙ୍କର ସବୁ କବିତା ପରି ମିଠା
ଦୀନବନ୍ଧୁ ପୋଇ
27-01-2024 / 11:35:15
ଶିଶୁ ମନଲାଖି ହୋଇଥିବାରୁ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ