Skip to content
ଶିଶୁ କିଶୋର

କବିତା

ନୁହେଁ କେ ମାଆ ପରି

ନୁହେଁ  କେ ମାଆ ପରି

 

ସତ କହିଲେ ଯିଏ ଯା ଭାବୁ
ତଥାପି କୁହସତ
ଯେତେ ରକମ ଖାଇବା ଥାଉ।
ସବୁଠୁ ଆଗେ ଭାତ

ଯେତେ ଦରବ ଯିଏ ବି ଦେଉ
ଦୁଃଖ ବୁଝିବେ ବାପା
ଦେହମାଜିଲେ କି ଲାଭ ହେବ
ମନ ନ ହେଲେ ସଫା

ଯେତେ ସେ ନେହ ଶରଧା ଦେଲେ
ନୁହେଁ କେ ମାଆ ପରି
ମନରୁ ଦୁଃଖ ପେଟରୁ ଭୋକ
ଦିଅଇ ଦୂର କରି I

∎

ଶିଶି ଲୋ ବାଳକାଟୀ
ଖୋର୍ଦ୍ଧା
ଫୋନ-98610 69829

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ନିରଞ୍ଜନ ସାହୁ

01-10-2025 / 21:58:57

ସୁନ୍ଦର

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion