Skip to content
ଶିଶୁ କିଶୋର

କବିତା

ସିଏତ ଆମ ମାଆ

ସିଏତ ଆମ ମାଆ

ଶୀତକୁ ତାଇ ଖରାକୁ ଛାଇ
ବରଷା ପାଇଁ ଛତା
ମମତାମୟୀ ଝରଣାଟିଏ
ବାଆକୁ ସିଏ ବତା
ପିଲା ଙ୍କ ପାଇଁ ତାବିଜ ସେତ
ବିପଦକାଳେସାହା
ରୋଗ ବେଳରେ ବଇଦ ସାଜ୍ଜି
ଦେଖାଏ ନୂଆ ରାହା
ସିଏତ ଆମ ମାଆ।

∎

ନୀଳଚକ୍ର ନଗର, ଅଠରନଳା, ପୁରୀ -୨
୯୩୩୭୬୯୬୨୨୭

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

03-10-2025 / 16:42:11

କୁନି କବିତାଟି ହେଲେ ମଧ୍ୟ ଶିକ୍ଷଣୀୟ ହୋଇଛି। ଧନ୍ୟବାଦ।

‌ହରିପ୍ରିୟା ପଟ୍ଟନାୟକ

01-10-2025 / 22:21:37

ଛୋଟ କିନ୍ତୁ ଶିକ୍ଷଣୀୟ କବିତା।

ବୃନ୍ଦାବନ କୁମ୍ଭାର

01-10-2025 / 17:20:18

ଅତି ସୁନ୍ଦର ଲେଖା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion