Skip to content
ଶିଶୁ କିଶୋର

କବିତା

ମନବଗିଚାର ହସଫୁଲଟି

ମନବଗିଚାର ହସଫୁଲଟି

ମନବଗିଚାର ହସଫୁଲଟି
ସଭିଙ୍କୁ ତା ପ୍ରେମେ କରେ ଏକାଠି
ପ୍ରେମଠାରୁ ବଳି କିଛି ନାହିଁଟି
ଏଇ ସୁର ସିଏ ତୋଳେ ସବୁଠି। (0)

ଜଗତ ଗୋଟିଏ ପରିବାରଟି
ଏଇ କଥା ସିଏ କହିଦିଏଟି
ରୂପରଙ୍ଗ ଆଉ ଭାବମହକେ
ସଭିଙ୍କୁ ତ ସିଏ ଯୋଡିଦିଏଟି
ମନବଗିଚାର ହସଫୁଲଟି। (1)

ସାନବଡ କେହି ନାହିଁ ତ ଏଠି
ଭଲ କାମ ଭଲ ପ୍ରରଚୟଟି
ଏଇ କଥା ମନେ ରହିଗଲେଟି
ହସଖୁସି ଭବେ ଭରିଯିବ
ମନ ବଗିଚାର ହସଫୁଲଟି। (2)

∎

ଖଣ୍ଡଗିରି (ଡୁମଡୁମା-କ)
ଭୁବନେଶ୍ବର- 751030


ମୋ – 9777968719

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ନଭେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଏକାଦଶ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion