କବିତା
ମା

ସୁରୂଜମୁରୁଜ ଜଗତ ପାଇଁ କି
ଲକ୍ଷତାରା ନୁହେଁ ପରି
ମାଆର କଥାରେ ମାଆ ମମତାରେ
ରହିଛି ଅମୃତ ଭରି
ଅନ୍ଧାର ଭିତରେ ଆଲୋକ କୁଯିଏ ଦୂରରୁ ପାରଇ ଦେଖି
ଅଳପ ହସିଯେ ମଧୁର ଭାଷାରେ କଥା କହେ ମନ ଲାଗି
ସହ ଜେ ନ ଯାଏ ରାଗି
ନିଜେ ଜଳ ଦିଏ ଅମୃତ ଆଲୋକ
ନିଜର ରକତ ଲାଗି
∎
ଶିଶିଲୋ
ବାଳ କାଟୀ
ଖୋର୍ଦ୍ଧା
86IO 69829

ଲେଖା ସମ୍ପର୍କୀୟ ମତାମତ
ବସିରନ୍ ବିବି
03-09-2025 / 17:33:05
କବିତାଟିରେ କିଛି ଶବ୍ଦଗତ ତୃଟି ରହିଛି
ମୋହନ କୁମାର ସ୍ୱାଇଁ
01-09-2025 / 11:12:59
ବଡ ଅଡ଼ୁଆ ଲାଗିଲା କବିତାଟି