Skip to content
ଶିଶୁ କିଶୋର

କବିତା

ଗଛ ଆମର ବନ୍ଧୁ

ଗଛ ଆମର ବନ୍ଧୁ

ଆମଛାତ ଉପର
ନନା ଜାତି ଫୁଲ ଗଛ
ଲାଗି ଦିଶେ ସୁନ୍ଦର.
ଯୁଇ,ଯାଇ ଟଗର
ଗୋଲାପ, ମନ୍ଦାର, ଗେଣ୍ଡୁ
ଭଳି ଭଳି ରଙ୍ଗର.
ଜେଜେ ମାଆ ସାଥିରେ
ସବୁଦିନ ପାଣି ଦିଏ
ହୋଇ ଆସେ ରାତିରେ.
ରାତି ଗଲେ ପାହିରେ
ମାଆ ଫୁଲ ତୋଳି ଆଣେ
ଠାକୁରଙ୍କ ପାଇଁ ରେ.
ପାଠ ପଢା ବହିରେ
ଲେଖା ଅଛି ଗଛ ପରି
ବନ୍ଧୁ କେହି ନାହିଁରେ.

∎

ନୀଳଚକ୍ର ନଗର , ପୁରୀ


9337696227

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଡିସେମ୍ବର:୨୦୨୫ , ଦ୍ବିତୀୟ ବର୍ଷ:ଦ୍ବାଦଶ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଡ. ବିଜୟା ପାତ୍ର

02-12-2025 / 18:42:33

ବଢିଆ ବାର୍ତ୍ତା ରହିଛି କବିତା ଟିରେ।

ହରିପ୍ରିୟା ପଟ୍ଟନାୟକ

01-12-2025 / 18:53:07

ପିଲାଙ୍କ ପାଇଁ ସୁନ୍ଦର କବିତା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion