କବିତା
କାଉ ଡାକିଲା କା

କାଉ ଡାକିଲା କା
ଖେଳିବୁ କୁନା ଆ
କୁନା କହିଲା ଭାଙ୍ଗିନି ନିଦ
ଆଉ ଟିକିଏ ଥା।
କାଉ କହିଲା ହଉ
ଅଳସୁଆମୀ କରିବ ଯିଏ
ଖେଳିବ ନାହିଁ ଆଉ।
କାଉଟି ଗଲା ଉଡି
ଶେଯରୁ ଉଠି କୁନା ଆମର
ହୋଇଲା ଭିଡି ମୋଡି।
∎

ଲେଖା ସମ୍ପର୍କୀୟ ମତାମତ
Arjun majhi
03-04-2024 / 12:55:11
Very nice and mind blowing poet
ଦୀନବନ୍ଧୁ କର
03-04-2024 / 06:17:56
ଶିଶୁ ମନଛୁଆଁ କବିତା। ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଓ ଅଭିନନ୍ଦନ।
Manasa Majhi
02-04-2024 / 22:22:29
The written is more wonderful.
Sanjukta parichha
02-04-2024 / 20:23:33
କବିତାଟି ଛୋଟ କିନ୍ତୁ ବେଶ୍ ମନଛୁଆଁ ହୋଇଛି ।
ଜୟକୃଷ୍ଣ ସାହୁ
02-04-2024 / 16:20:50
ଛୋଟ କଵିତାଟି ସୁଖ ପାଠ୍ୟ ହୋଇଛି। ଧନ୍ୟବାଦ୍ ବିଚୁ।