କବିତା
ପରିବେଶ

କଟର କଟର କେଁ କଟର
ରାସ୍ତାରେ ଯାଏ ଗାଡ଼ି ମଟର।
ଧୂଆଁ ଯାଏ କେତେ ଉଡ଼ି ଉଡ଼ି
ପରିବେଶ ସବୁ ଗଲା ବୁଡି।
କୋଠା ଅଟ୍ଟାଳିକା ଗଢ଼ା ହେତୁ
ଜଙ୍ଗଲୁ ସହର କେତେ ଜନ୍ତୁ।
ଫ ସଳକୁ ନଷ୍ଟ ଦେଲେ କରି
ଘର ଯାକ ସବୁ ଗଲା ସରି।
ଜାଗି ଉଠୁଁ ଆମଶିଶୁ କୁଳ
ଗଛ ଲଗାଇବା କରି ଭଲ।
ଚାଣ୍ଟିପଲା, ଟିଟିଲାଗଡ଼

ଲେଖା ସମ୍ପର୍କୀୟ ମତାମତ