କବିତା
କୁନା ପାଶେ ଆଜି ଆସିଚି ଶୀତ

କୁନା ପାଶେ ଆଜି ଆସିଚିଶୀତ
କୁନା ସାଥେ ସିଏ ବସିଚି ମିତ
ରେଜେଇ ଭିତରେ ଉଷୁମ ଟାଣି
ଶୀତ କଥା କୁନା ଭାବୁଚି ପୁଣି
ତା କାନେ ବାଜୁଚି ଶୀତର ଗୀତ
ତା ଦେହେ ଲାଗୁଚି ଶୀତର ହାତ
ମାଆଡାକ ଦେଲେ ଆରେ କୁନା
ଶୀତରେ ଅଳସ ହୁଅନାହିଁ ଜମା
ବରଷକେଥରେ ଆସିଚି ଶୀତ
ମନରେମନାସୀ ସଭିଙ୍କ ହିତ।
ଟଙ୍କପାଣି ରୋଡ, ଭୁବନେଶ୍ୱର
ମୋ-୯୪୩୭୦୧୪୨୪୪

ଲେଖା ସମ୍ପର୍କୀୟ ମତାମତ