Skip to content
ଶିଶୁ କିଶୋର

ସମାଚାର

ଡକ୍ଟର ଯୁଗଳ ଷଡଙ୍ଗୀଙ୍କୁ ସମ୍ବର୍ଧନା

ଡକ୍ଟର ଯୁଗଳ ଷଡଙ୍ଗୀଙ୍କୁ ସମ୍ବର୍ଧନା

ତା୩୦/୦୭/୨୩ରିଖରେ ଭୁବନେଶ୍ୱରର ଜୟଦେବ ଭବନର ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠାନର ସାଧାରଣ ସଭା ଏବଂ ଆଲୋଚନା ଚକ୍ର ଅନୁଷ୍ଠାନର ସଭାପତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ମନୋନୀତ ଡକ୍ଟର ଯୁଗଳ ଷଡଙ୍ଗୀଙ୍କୁ ସମ୍ବର୍ଧନା ଜଣାଇବା ସହ ଆଜିର ଶିଶୁ ସାହିତ୍ୟ ଏବଂ ଆଗାମୀ କାଲିର ବିଜ୍ଞାନ ଶୀର୍ଷକରେ ଗବେଷକ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ, ଡକ୍ଟର ଶରତ କୁମାର ବିଶ୍ୱାଳ, ଯୁବ ବିଜ୍ଞାନ ଲେଖକ ହିମାଂଶୁ ଶେଖର ଫତେସିଂହ ଆଲୋଚନା କରିଥିଲେ। ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ମାଝୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶ୍ରୀଯୁକ୍ତ ଧନଞ୍ଜୟ ସ୍ୱାଇଁ ମୁଖ୍ଯ ଅତିଥି ଏବଂ ଡକ୍ଟର ସନାତନ ପଣ୍ଡା ମୁଖ୍ଯବକ୍ତା ଭାବେ ଯୋଗ ଦେଇଥିଲେ। ଉପ ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମଲ୍ଲିକ ଧନ୍ୟଵାଦ ପ୍ରଦାନ କରିଥିଲେ।

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion