Skip to content
ଶିଶୁ କିଶୋର

ସମାଚାର

ନୟାଗଡ଼ରେ ଶିଶୁ ସାହିତ୍ଯ ଆଲୋଚନା

ନୟାଗଡ଼ରେ ଶିଶୁ ସାହିତ୍ଯ ଆଲୋଚନା

ନୟାଗଡ଼ ଜିଲ୍ଲା ଭାଷା ସାହିତ୍ୟ ପରିଷଦ ମିଳିତ ଆନୁକୂଲ୍ୟରେ ନୟାଗଡ଼ ଜିଲ୍ଲା ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ତା୨୪/୦୯/୨୩ ରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏକାଡେମୀର ସଭାପତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ନୟାଗଡ଼ର ମାନ୍ୟବର ବିଧାୟକ କବି ଅରୁଣ କୁମାର ସାହୁ ମୁଖ୍ୟ ଅତିଥି, ଶ୍ରୀ ଧନଞ୍ଜୟ ସ୍ୱାଇଁ ମୁଖ୍ଯ ବକ୍ତା, ଶ୍ରୀ ଶରତ କୁମାର ନାୟକଓ ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭାଷା ସାହିତ୍ୟ ପରିଷଦ ର ସଚିବ ଶ୍ରୀ ଯୁକ୍ତ ନିର୍ମଳ ଚନ୍ଦ୍ର ଶୂରଦେୱ, ସାଧାରଣ ସଂପାଦକ ବୀରେନ୍ଦ୍ର ମହାନ୍ତି ମଂଚ ପରିଚାଳନା କରିଥିଲେ। ଶତାଧିକ କବି କବିତା ପାଠ କରିଥିଲେ।

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion