Skip to content
ଶିଶୁ କିଶୋର

ସମାଚାର

ପୁସ୍ତକ ଉନ୍ମୋଚନ ଏବଂ ଆଲୋଚନା ଚକ୍ର

ପୁସ୍ତକ ଉନ୍ମୋଚନ ଏବଂ ଆଲୋଚନା ଚକ୍ର

ତା୧୮/୧୨/୨୨ରିଖରେ ଭୁବନେଶ୍ୱରର କାନନବିହାର ଶ୍ରୀ ଜୟ ଦେବ ଶିକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା ପୁସ୍ତକ ଉନ୍ମୋଚନ ଏବଂ ଆଲୋଚନା ଚକ୍ର। ଅନୁଷ୍ଠାନର ସଭାପତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଡକ୍ଟର ଦିଗରାଜ ବ୍ରହ୍ମା, ଡକ୍ଟର ମହେଶ୍ୱର ମହାନ୍ତି, ଡକ୍ଟର ସୁନାମଣି ରାଉତ, ଅତିଥିଭାବେ ଯୋଗ ଦେଇଥିଲେ। ଡକ୍ଟର ରାମ ଚନ୍ଦ୍ର ଦେଓ ଏବଂ ଶ୍ରୀ ସତ୍ୟନାରାୟଣ ମିଶ୍ର ଙ୍କର ସଂପାଦନାରେ ପୁସ୍ତକ-ମନଛୁଁଆ କାହାଣି ପେଡି, ଓ ଶିଶୁ ସାହିତ୍ୟିକ ଚତୁଷ୍ଟୟ ଉନ୍ମୋଚନ ହୋଇଥିଲା।

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion