
ପରିଚୟ
ଶ୍ରୀମତୀ ଜୟନ୍ତୀ ପଣ୍ଡା(ଜୟନ୍ତିକା)
ଜନ୍ମ ତାରିଖ ୧୬.୧୦.୧୯୫୯
ଠିକଣା : ଭୁବନେଶ୍ବର
ଫୋନ ନମ୍ବର : x
ଓଡ଼ିଆ ଭାଷା ସାହିତ୍ୟ ର ସୁପ୍ରତିଷ୍ଠିତ ସାହିତ୍ୟିକା, ଅବସର ପ୍ରାପ୍ତ ପ୍ରଫେସର, ତଥା ଶିଶୁ କିଶୋର ସାହିତ୍ୟ ଏକାଡେମୀ, ଓଡିଶା ର ମାନନୀୟା ସଦସ୍ୟା ଶ୍ରୀମତୀ ଜୟନ୍ତୀ ପଣ୍ଡା(ଜୟନ୍ତିକା) ଙ୍କର ଜନ୍ମ ୧୯୫୯ ମସିହା ଅକ୍ଟୋବର ମାସ ୧୬ତାରିଖରେ ଭଦ୍ରକ ଜିଲ୍ଲା ଧାମନଗର ଠାରେ ହୋଇଥିଲା। ପିତା ବାମନ ଚରଣ ପଣ୍ଡା ଏବଂ ମାତା ସତ୍ଯ ଭାମା ପଣ୍ଡା ଙ୍କ ଆଶୀର୍ବାଦ ରୁ ଶ୍ରୀମତୀ ପଣ୍ଡା ନିଜର ପ୍ରଗାଢ ସାରସ୍ୱତ ସାଧନା ବଳରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଆଜି ୬୫ ତମ ଜୟନ୍ତୀ ଉତ୍ସବ ରେ ଏକାଡେମୀ ପକ୍ଷରୁ ଶ୍ରୀମତୀ ପଣ୍ଡା ଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ମହାପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରୁଛୁ।
ମିଳିଥିବା ଶୁଭେଚ୍ଛା ବାର୍ତ୍ତା
ଜୟକୃଷ୍ଣ ସାହୁ
03-10-2025 / 11:30:27
ଆପଣଙ୍କ ଶୁଭ ଜନ୍ମ ଦିନରେ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ବିରଞ୍ଚି ନାରାୟଣ ଦାଶ
01-10-2025 / 13:39:31
ଅନେକ ଅନେକ ଅଭିନନ୍ଦନ ମେଡମ
ବୣନ୍ଦାବନ କୁମାର
03-10-2024 / 19:28:13
