
ପରିଚୟ
ବସିରନ ବିବି
ଜନ୍ମ ତାରିଖ ୦୧.୧୦.୧୯୫୦
ଠିକଣା : ନୟାଗଡ
ଫୋନ ନମ୍ବର : x
ଶିଶୁ କିଶୋର ସାହିତ୍ୟ ଏକାଡେମୀ, ଓଡିଶାର ମାନନୀୟା ସଦସ୍ୟା ତଥା ଓଡିଆ ଶିଶୁ ସାହିତ୍ୟ ଜଗତର ଉଜ୍ଜ୍ବଳ ନକ୍ଷତ୍ର ବସିରନ ବିବିଙ୍କର ଜନ୍ମ ୧୯୫୦ ମସିହା ଅକ୍ଟୋବର ୧ତାରିଖରେ ନୟାଗଡ଼ ଜିଲ୍ଲା ବୋଲଗଡ ନିକଟ ଟାଙ୍ଗି ସାହିରେ ହୋଇ ଥିଲା। ପିତା ମହମଦ୍ ଶେଖ୍ ତାଜ ଏବଂ ମାତା କୁଲସନ୍ ବିବିଙ୍କ ଆଶୀର୍ବାଦରୁ ସେ ନିଜର ପ୍ରତିଭା ବିକଶିତ କରି ଖାସ୍ କରି ଓଡିଆ ଭାଷା ସାହିତ୍ୟ କ୍ଷେତ୍ରରେ ଅନେକ ପୁସ୍ତକ ରଚନା କରି ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଆଜି ୭୫ ତମ ଜୟନ୍ତୀ ଉତ୍ସବ ରେ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ଶୁଭ ମନାସୁଅଛୁ।
ମିଳିଥିବା ଶୁଭେଚ୍ଛା ବାର୍ତ୍ତା
H n muduli
01-10-2025 / 13:18:33
