
ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ
ଜନ୍ମ ତାରିଖ ୦୩.୧୦.୧୯୬୪
ଠିକଣା : ଭୁବନେଶ୍ବର
ଫୋନ ନମ୍ବର : x
ଓଡିଆ ଶିଶୁ ସାହିତ୍ୟ ଜଗତର ମଉଡମଣି, ପ୍ରଥମ ଓଡିଆ ଶିଶୁ ସାହିତ୍ୟ ଇତିହାସ ପୁସ୍ତକ ର ରଚୟିତା, ବିଶିଷ୍ଟ ଗବେଷକ, ସମାଲୋଚକ, ୨୫୦ରୁ ଉର୍ଦ୍ଧ୍ବ ପୁସ୍ତକର ଲେଖକ ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆଙ୍କର ଜନ୍ମ ୧୯୬୪ମସିହା ଅକ୍ଟୋବର ମାସ ତାରିଖ ରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟ ଛୋଟପୁର ଗ୍ରାମରେ ହୋଇଥିଲା। ପିତା ଶ୍ରୀଯୁକ୍ତ ନ୍ରୁସିଂହ ଚରଣ ଏବଂ ମାତା ପ୍ରେମଲତାଙ୍କର ଆଶୀର୍ବାଦରୁ ଡକ୍ଟର ଖୁଣ୍ଟିଆ ପିଲାଟି ଦିନରୁ ସାଧନା ବଳରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଓଡିଆ ଶିଶୁ ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିବା ସହିତ ଓଡିଆ ଶିଶୁ ସାହିତ୍ୟ କୁ ମର୍ଯ୍ୟାଦା ବନ୍ତ କରି ପାରିବାରେ ତାଙ୍କର ଅବଦାନ ଅବି ସ୍ମରଣିୟ। ଆଜିର ୬୧ ତମ ଜୟନ୍ତୀ ଉତ୍ସବ ରେ ଏକାଡେମୀ ପକ୍ଷରୁ ଡକ୍ଟର ଖୁଣ୍ଟିଆ ଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ମହାପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରୁଛୁ।
ମିଳିଥିବା ଶୁଭେଚ୍ଛା ବାର୍ତ୍ତା
ଜୟକୃଷ୍ଣ ସାହୁ
01-10-2026 / 18:17:37
ଲକ୍ଷ୍ମୀକାନ୍ତ, ତୁମ ଜନ୍ମଦିନର ଶୁଭ ଅଵସରରେ ତୁମର ସୁସ୍ଥ ଓ ନିରାମୟ ଜୀଵନ କାମନା କରୁଛି।
ଜୟକୃଷ୍ଣ ସାହୁ
03-10-2025 / 11:27:03
ଲକ୍ଷ୍ମୀକାନ୍ତ! ଆଜି ତୁମର ଶୁଭ ଜନ୍ମ ଦିନରେ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ସଦା ସର୍ବଦା ସୁଖୀ ରୁହ।
Govinda Chandra Tripathy
01-10-2025 / 12:32:17
ଜନ୍ମଦିନରେ ଅଜସ୍ର ଶୁଭେଚ୍ଛା ଆଜ୍ଞା । ଜୁହାର ।
ବୣନ୍ଦାବନ
03-10-2024 / 20:34:20
ଈଶ୍ୱର ମଙ୍ଗଳ କର ନ୍ତୁ
ବୣନ୍ଦାବନ
03-10-2024 / 20:33:45
ଈଶ୍ୱର ମଙ୍ଗଳ କର ନ୍ତୁ
ହଂସନାଥ ମୁଦୁଲି
01-10-2024 / 09:31:22
