
ପରିଚୟ
ଜୟକୃଷ୍ଣ ସାହୁ
ଜନ୍ମ ତାରିଖ ୧୫/୧୦/୧୯୫୨
ଠିକଣା : କପିଳ ପ୍ରସାଦ, ଭୁବନେଶ୍ୱର-୨
ଫୋନ ନମ୍ବର : ୯୯୩୭୦୯୨୩୯୭
ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀର ମାନନୀୟ ସଦସ୍ଯ, ବିଶିଷ୍ଟ ଶିଶୁ ସାହିତ୍ୟିକ, ଜୟକୃଷ୍ଣ ସାହୁ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ୍ ଗ୍ରାମ ରେ ୧୫/୧୦/୧୯୫୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ୰ଚନ୍ଦ୍ରମଣି ସାହୁ। ବର୍ତମାନ ସୁଦ୍ଧା ତାଙ୍କର ଦଶ ଖଣ୍ଡ ଶିଶୁ ସାହିତ୍ଯ ପୁସ୍ତକ ( ନଅଟି କବିତା ବହି ଓ ଗୋଟିଏ ଗପ ବହି) ପ୍ରକାଶିତ ହୋଇଛି ଓ ସେ ବହୁ ଅନୁଷ୍ଠାନରୁ ଶିଶୁ ସାହିତ୍ଯ ରଚନା ପାଇଁ ପୁରସ୍କୃତ ହୋଇଛନ୍ତି । ଜନ୍ମ ଦିନରେ ଆମେ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଛୁ ।
