
ପରିଚୟ
ଡକ୍ଟର ଶରତ କୁମାର ବିଶ୍ୱାଳ
ଜନ୍ମ ତାରିଖ ୨୬.୧୦.୧୯୫୩
ଠିକଣା : ଭୁବନେଶ୍ବର
ଫୋନ ନମ୍ବର : x
ଓଡିଶା ତଥା ଓଡିଆ ସାହିତ୍ୟରପ୍ରଥିତ ଯଶା ସାହିତ୍ୟିକ, ବରିଷ୍ଠ ପ୍ରଶାସକ, ଗଣ ଶିକ୍ଷା ବିଭାଗର ପୂର୍ବ ତନ ନିର୍ଦେଶକ ଏବଂ ଶିଶୁ କିଶୋର ସାହିତ୍ୟ ଏକାଡେମୀ ଓଡିଶାର ମାନନୀୟ ସଦସ୍ୟ ଡକ୍ଟର ଶରତ କୁମାର ବିଶ୍ୱାଳ ଙ୍କର ଜନ୍ମ ୧୯୫୩ ମସିହା ଅକ୍ଟୋବର ମାସ ୨୬ ତାରିଖରେ ଯାଜପୁର ଜିଲ୍ଲା ଋଷିପୁର ଗ୍ରାମରେ ହୋଇଥିଲା। ପିତା ସ୍ୱର୍ଗତ ନରହରି ବିଶ୍ୱାଳ ଏବଂ ମାତାଫୁଲଦେବୀ ଙ୍କର ଆଶୀର୍ବାଦ ରୁ ଡକ୍ଟର ବିଶ୍ୱାଳ ପିଲାଟି ଦିନରୁ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ସାରସ୍ଵତ ସାଧନା ପାଇଁ ଲାଭ କରିଛନ୍ତି ଅନେକ ପୁରସ୍କାର ଓ ସମ୍ମାନ। ଆଜି ୭୨ତମ ଜନ୍ମ ଦିନରେ ଡକ୍ଟର ବିଶ୍ୱାଳଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ମହାପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରୁଛୁ।
ମିଳିଥିବା ଶୁଭେଚ୍ଛା ବାର୍ତ୍ତା
ଜୟକୃଷ୍ଣ ସାହୁ
01-10-2026 / 18:13:51
ନମସ୍କାର ସାର୍। ଜନ୍ମଦିନ ଅଵସରରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ,
ଜୟକୃଷ୍ଣ ସାହୁ
03-10-2025 / 11:06:50
ନମସ୍କାର ସାର୍। ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ବିରଞ୍ଚି ନାରାୟଣ ଦାଶ
01-10-2025 / 13:37:50
ଅନେକ ଅନେକ ଅଭିନନ୍ଦନ ସାର।
ବୃନ୍ଦାବନ
04-10-2024 / 21:15:02
ଇଶ୍ୱର ମଙ୍ଗଳ କରନ୍ତୁ
ଲଷ୍ମୀ କାନ୍ତ ଖୁଣ୍ଟିଆ
01-10-2024 / 11:57:54
