
ପରିଚୟ
ଶ୍ରୀଯୁକ୍ତ ଅନନ୍ତ ପ୍ରଧାନ
ଜନ୍ମ ତାରିଖ ୨୩.୧୦.୧୯୬୧
ଠିକଣା : ପୁରୀ
ଫୋନ ନମ୍ବର : x
` କାଦମ୍ବିନୀ" ଓ "କୁନିକଥା" ସମ୍ପାଦନା ମଣ୍ଡଳୀର ପ୍ରାକ୍ତନ ସଦସ୍ୟ ଏବଂ ସମବାୟବିତ୍ ଓଡିଶା ସାହିତ୍ୟ ଜଗତରେ ଜଣେ ଚର୍ଚିତ ଲେଖକ ତଥା ଶିଶୁ କିଶୋର ସାହିତ୍ୟ ଏକାଡେମୀ ର ମାନନୀୟ ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ପ୍ରଧାନ ଙ୍କର ଜନ୍ମ ୧୯୬୧ ମସିହା ଅକ୍ଟୋବର ମାସ ୨୩ ତାରିଖ ରେ ପୁରୀ ସହର ଗଣାମଲ୍ଲ ସାହିରେ ହୋଇ ଥିଲା। ପିତା ଶ୍ରୀଧର ପ୍ରଧାନ ମାତା ଚନ୍ଦ୍ର ମଣି ଙ୍କର ଆଶୀର୍ବାଦ ରୁ ଶ୍ରୀ ପ୍ରଧାନ ପିଲାଟି ଦିନରୁ ନିଜର ସାଧନା ବଳରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଅନେକ ରଚନା ସହିତ ଲାଭକରିଛନ୍ତି ଅନେକ ସମ୍ମାନ। ଆଜି ୬୫ ତମ ଜନ୍ମ ଦିନରେ ଶ୍ରୀଯୁକ୍ତ ପ୍ରଧାନ ଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ।
ମିଳିଥିବା ଶୁଭେଚ୍ଛା ବାର୍ତ୍ତା
ଜୟକୃଷ୍ଣ sahu
01-10-2026 / 20:11:13
ଆପଣଙ୍କ ଶୁଭ ଜନ୍ମଦିନରେ ମୋର ଅନେକ ଅନେକ ଶୁଭେଚ୍ଛା ଓ ଶଭ କାମନା।
ଲଷ୍ମୀ କାନ୍ତ ଖୁଣ୍ଟିଆ
01-10-2024 / 11:56:43
