
ପରିଚୟ
ଶ୍ରୀଯୁକ୍ତ ବ୍ରୁନ୍ଦାବନ କୁମ୍ଭାର
ଜନ୍ମ ତାରିଖ ୦୩.୧୦.୧୯୬୧
ଠିକଣା : ଟିଟିଲାଗଡ
ଫୋନ ନମ୍ବର : x
ଓଡ଼ିଶା ର ବିଶିଷ୍ଟ ଶିଶୁ ସାହିତ୍ୟିକ ମହିମା ଧର୍ମର ପ୍ରଚାରକ, ବିଦ୍ଯାଶ୍ରୀ ଭ୍ରାମ୍ୟମାଣ ପାଠାଗାରର ପ୍ରତିଷ୍ଠାତା ତଥା ଶିଶୁ କିଶୋର ସାହିତ୍ୟ ଏକାଡେମୀ ଓଡିଶାର ମାନନୀୟ ସଦସ୍ୟ ଶ୍ରୀଯୁକ୍ତ ବ୍ରୁନ୍ଦାବନ କୁମ୍ଭାରଙ୍କର ଜନ୍ମ ୧୯୬୧ ମସିହା ଅକ୍ଟୋବର ୩ତାରିଖରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିକଟ ଚିନ୍ତାପଲା ଗ୍ରାମରେ ହୋଇଥିଲା। ପିତା ରଘୁ ମଣି କୁମ୍ଭାର ଏବଂ ମାତା ମଞରୀ କୁମ୍ଭାରଙ୍କର ଆଶୀର୍ବାଦ ରୁ ଶ୍ରୀଯୁକ୍ତ କୁମ୍ଭାର ନିଜର ସାରସ୍ୱତ ସାଧନା ବଳରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଆଜିର୬୪ ତମ ଜୟନ୍ତୀ ଉତ୍ସବ ରେ ଏକାଡେମୀ ପକ୍ଷରୁ ଶ୍ରୀଯୁକ୍ତ କୁମ୍ଭାର ଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ମହାପ୍ରଭୁ ଙ୍କ ନିକଟରେ ପ୍ରାର୍ଥନା କରୁଛୁ।
ମିଳିଥିବା ଶୁଭେଚ୍ଛା ବାର୍ତ୍ତା
ବିରଞ୍ଚି ନାରାୟଣ ଦାଶ
01-10-2025 / 13:36:33
ଜନ୍ମ ଦିନର ଅନେକ ଅନେକ ଅଭିନନ୍ଦନ।
Bablu jal
03-10-2024 / 13:01:21
