କାର୍ଯ୍ୟକଳାପ
ପିଲାଙ୍କ ଚିତ୍ର - ପିଲାଙ୍କ ତୂଳୀରୁ
ଏହି ବିଭାଗରେ ପିଲାମାନଙ୍କ ଚିତ୍ର ପ୍ରକାଶ ପାଏ । ଶିଶୁକିଶୋର ତଥା ସେମାନଙ୍କ ଅଭିଭାବକ, ଶିକ୍ଷକମାନଙ୍କୁ ଚିତ୍ର ପଠାଇବାକୁ ଅନୁରୋଧ ।
ଚିତ୍ର
ସୌମ୍ୟଶେଖର ସ୍ଵାଇଁ
ଶ୍ରେଣୀ – ଦ୍ଵିତୀୟ , ମଦରସ ପବ୍ଲିକ ସ୍କୁଲ, ପାହାଳ
ଚିତ୍ର
ଲକ୍ଷ୍ମୀଧର ପଣ୍ଡା
ଶ୍ରେଣୀ –ସପ୍ତମ, କାର୍ତ୍ତିକ ଚନ୍ଦ୍ର ଉ.ପ୍ରା. ବିଦ୍ୟାଳୟ,ହରିଶପୁର,ରଞ୍ଚ, ପୁରୀ
ଚିତ୍ର
ଦିବ୍ୟାନଶୁ ସାମଲ
ଶ୍ରେଣୀ-ଅଷ୍ଟମ, ଶହୀଦ ରାଜପାଲ ଡିଏଭି ପବ୍ଲିକ ସ୍କୁଲ ଦୟାନନ୍ଦ ବିହାର, ନୂଆ ଦିଲ୍ଲୀ
ଚିତ୍ର
ଦିବ୍ୟା ଦିବ୍ୟଜ୍ୟୋତି ମହାନ୍ତି
ଅଷ୍ଟମ ଶ୍ରେଣୀ, ଓଡିଶା ଆଦର୍ଶ ବିଦ୍ୟାଳୟ, କୁଞ୍ଜ
ଚିତ୍ର
ଦିବ୍ୟାଂଶ ମହାନ୍ତି
ନବମ ଶ୍ରେଣୀ, ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନ.୫ ଭୁବନେଶ୍ୱର
