ନୁହେଁ କେ ମାଆ ପରି ସସ୍ମିତା ସ୍ଵାଇଁ ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-cc1080a355.html ସତ କହିଲେ ଯିଏ ଯା ଭାବୁ ତଥାପି କୁହସତ ଯେତେ ରକମ ଖାଇବା ଥାଉ। ସବୁଠୁ ଆଗେ ଭାତ ଯେତେ ଦରବ ଯିଏ ବି ଦେଉ ଦୁଃଖ ବୁଝିବେ ବାପା ଦେହମାଜିଲେ କି ଲାଭ ହେବ ମନ ନ ହେଲେ ସଫା ଯେତେ ସେ ନେହ ଶରଧା ଦେଲେ ନୁହେଁ କେ ମାଆ ପରି ମନରୁ ଦୁଃଖ ପେଟରୁ ଭୋକ ଦିଅଇ ଦୂର କରି I ∎ ଶିଶି ଲୋ ବାଳକାଟୀ ଖୋର୍ଦ୍ଧା ଫୋନ-98610 69829