ମନବଗିଚାର ହସଫୁଲଟି ହଂସନାଥ ମୁଦୁଲି ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-c81a68a633.html ମନବଗିଚାର ହସଫୁଲଟି ସଭିଙ୍କୁ ତା ପ୍ରେମେ କରେ ଏକାଠି ପ୍ରେମଠାରୁ ବଳି କିଛି ନାହିଁଟି ଏଇ ସୁର ସିଏ ତୋଳେ ସବୁଠି। (0) ଜଗତ ଗୋଟିଏ ପରିବାରଟି ଏଇ କଥା ସିଏ କହିଦିଏଟି ରୂପରଙ୍ଗ ଆଉ ଭାବମହକେ ସଭିଙ୍କୁ ତ ସିଏ ଯୋଡିଦିଏଟି ମନବଗିଚାର ହସଫୁଲଟି। (1) ସାନବଡ କେହି ନାହିଁ ତ ଏଠି ଭଲ କାମ ଭଲ ପ୍ରରଚୟଟି ଏଇ କଥା ମନେ ରହିଗଲେଟି ହସଖୁସି ଭବେ ଭରିଯିବ ମନ ବଗିଚାର ହସଫୁଲଟି। (2) ∎ ଖଣ୍ଡଗିରି (ଡୁମଡୁମା-କ) ଭୁବନେଶ୍ବର- 751030 ମୋ – 9777968719