ମା ସସ୍ମିତା ସ୍ଵାଇଁ ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-a86a357749.html ସୁରୂଜମୁରୁଜ ଜଗତ ପାଇଁ କି ଲକ୍ଷତାରା ନୁହେଁ ପରି ମାଆର କଥାରେ ମାଆ ମମତାରେ ରହିଛି ଅମୃତ ଭରି ଅନ୍ଧାର ଭିତରେ ଆଲୋକ କୁଯିଏ ଦୂରରୁ ପାରଇ ଦେଖି ଅଳପ ହସିଯେ ମଧୁର ଭାଷାରେ କଥା କହେ ମନ ଲାଗି ସହ ଜେ ନ ଯାଏ ରାଗି ନିଜେ ଜଳ ଦିଏ ଅମୃତ ଆଲୋକ ନିଜର ରକତ ଲାଗି ∎ ଶିଶିଲୋ ବାଳ କାଟୀ ଖୋର୍ଦ୍ଧା 86IO 69829