ନିଆରା ମଣିଷ ବୃନ୍ଦାବନ କୁମ୍ଭାର ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-95c97149af.html ପରର ସେବାରେ ଯେ ସୁଖ ପାଏ ପରର ଦୁଃଖ ରେ ଦୁଃଖୀ ନିଜେ ପଛେ ସେଯେଦୁଖଟି ପାଏ ଦୁଃଖୀ କୁ ନପାରେ ଦେଖି। ଦୀନ ଦରିଦ୍ରର ସେବାରେ ରହେ ସେମାନଙ୍କୁ ଅନ୍ନ ଦେଇ ଛନ୍ଦ କପଟ ଜାଣେନା ଜମାସେ ଏକତା ଗୀତ କୁ ଗାଇ। ମହୁମାଛି ପରି ମଙ୍ଗଳ କରେ ନକରି କାହାକୁ ଭୟ ଜୀବନ ତା,ର ଗାୟନ କର ଇ ଜୟହେ ମାନବ ଜୟ। ଜୀବଥିବା ଯାଏ ସେବାସେକରେ ଈଶ୍ୱରେ ରଖି ସେ ଳୟ ଦମ୍ବ ସାହସ ଭରିସେ ଦେହେ ତା କାହାକୁ ନ କରି ଭୟ। ବଡ଼ ଲୋକଙ୍କୁ ଈଶ୍ଵର ମଣ ଇ ନରନାରାୟଣ ଜୟ ଜୀବନ ବତୀ ଜଳୁ ଥିବା ଯାଏ ନପାଇ ଜୀବନେ ଥୟ। ∎ ଟିଟିଲାଗଡ଼,ବଲାଙ୍ଗୀର