ଶିଶୁ ସାହିତ୍ୟର ବିକାଶ ପାଇଁ ବୀରେନ୍ଦ୍ର ମହାନ୍ତି ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-79fac2c1cd.html ଶିଶୁ ସାହିତ୍ୟର ବିକାଶ ପାଇଁ ଏକାଡେମୀ ଗଢ଼ା ହୋଇଛି ଭାଇ। ସାରା ଓଡ଼ିଶାର ଯେତେ ଲେଖକ ଲେଖିକା ମାନଙ୍କୁ କରିଛି ଏକ। ଶିଶୁ ଡଟ କମ ଇ -ପତ୍ରିକା ପ୍ରତିମାସେ ଆସି ହେଉଛି ଦେଖା। ପ୍ରକାଶନୀ କାମ ହାତକୁ ନେଇ ପ୍ରକାଶନ କରେ ଆମରି ବହି। ନିୟମିତ କରି ସଭା ସମିତି ସୁଦୃଢ କରିଛି ଆର୍ଥିକ ସ୍ଥିତି। ପ୍ରଗତି ପଥରେ ଗଡୁଛି ରଥ ଉଡୁଅଛି ଶିଶୁ ସାହିତ୍ୟ ନେତ। ଆସ ମିଳିମିଶି ମିଳାଇ ହାତ ଟାଣି ନେବା ଶିଶୁ ସାହିତ୍ୟ ରଥ। ∎ ସମ୍ପାଦକ ଶିଶୁକିଶୋର ସାହିତ୍ଯ ଏକାଡେମୀ, ଓଡିଶା