ଶୀତର ମଜା ବୀରେନ୍ଦ୍ର ମହାନ୍ତି ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-7945e94df0.html ୠମୁକୁ ଝୁମା ଖାଲି ଦେହଟାରେ ସକାଳ ସଂଜରେ ବାହାରକୁ ଯାଇ ହଉନିଜମା..... ମୁଢି ନଡ଼ିଆ ମଟର ବାଦାମ ମିକ୍ସଚର ବୁଟ ପାଟିକୁ ଲାଗୁଛି ଭାରି ବଢିଆ..... ଧାଇଁ କିଡ଼ିକି ଶା ଗ ମୂଳା କୋବି ଟମାଟୋ ଝୁଡ଼ଙ୍ଗ ବାଡ଼ିରେ ଲାଗିଛି ଧାଡି ଧାଡିକି..... ଶୂନ ପାମ୍ପୁଡ଼ି ରଙ୍ଗ ବେରଙ୍ଗ ର ଗୁଡ଼ି ଉଡିଲାଣି ଦୂର ଆକାଶ ରେ ଧାଡିକି ଧାଡି..... ତାଥେ ଇ ଥେଇ ବଜାରରେ କେତେ ଗ୍ରୀଟିଂଶ ଦୋକାନ ବସିଲାଣି ନୂଆ ବର ଷ ପାଇଁ..... ଶୂନ ଫୁଟୁକି ପରୀକ୍ଷା ସରିଲେ କପିଳାସ ଯିବୁ ଏଇ ଥର ବଡଦିନ ଛୁଟିକି..... ଗରମ ତାଜା ସାଲ ସୁଏ ଟର କମଳ ଚାଦର ପାଖେ ଥିଲେ ଲାଗେ ଶୀତର ମଜା..... ∎ 8917460048