ଗଛ ଆମର ବନ୍ଧୁ ମିନତି ପଟନାୟକ ଡିସେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-78e27bee0d.html ଆମଛାତ ଉପର ନନା ଜାତି ଫୁଲ ଗଛ ଲାଗି ଦିଶେ ସୁନ୍ଦର. ଯୁଇ,ଯାଇ ଟଗର ଗୋଲାପ, ମନ୍ଦାର, ଗେଣ୍ଡୁ ଭଳି ଭଳି ରଙ୍ଗର. ଜେଜେ ମାଆ ସାଥିରେ ସବୁଦିନ ପାଣି ଦିଏ ହୋଇ ଆସେ ରାତିରେ. ରାତି ଗଲେ ପାହିରେ ମାଆ ଫୁଲ ତୋଳି ଆଣେ ଠାକୁରଙ୍କ ପାଇଁ ରେ. ପାଠ ପଢା ବହିରେ ଲେଖା ଅଛି ଗଛ ପରି ବନ୍ଧୁ କେହି ନାହିଁରେ. ∎ ନୀଳଚକ୍ର ନଗର , ପୁରୀ 9337696227