କାଉ ଡାକିଲା କା ବୀରେନ୍ଦ୍ର ମହାନ୍ତି ଏପ୍ରିଲ: ୨୦୨୪ Canonical: https://sishu.kabitawithoutborders.org/shishu/article_details-56496e0a7f.html କାଉ ଡାକିଲା କା ଖେଳିବୁ କୁନା ଆ କୁନା କହିଲା ଭାଙ୍ଗିନି ନିଦ ଆଉ ଟିକିଏ ଥା। କାଉ କହିଲା ହଉ ଅଳସୁଆମୀ କରିବ ଯିଏ ଖେଳିବ ନାହିଁ ଆଉ। କାଉଟି ଗଲା ଉଡି ଶେଯରୁ ଉଠି କୁନା ଆମର ହୋଇଲା ଭିଡି ମୋଡି। ∎