ମୁକୁଳ ସୁଶୀଳ ଭାରି ଖୁସି ତୁଳସୀ ସ୍ବାଇଁ ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-544e5682a3.html ମିଠିପୁର ଗାଆଁ ମୁକୁଳ ସୁଶୀଳ ଭାରି ସାଙ୍ଗ ଦୁହେଁ ଦୁହିଁଙ୍କର ପାଠରେ ଉତ୍ତମ ଖେଳରେ ନିପୂଣ ଚିତ୍ର ଆଙ୍କୁଥିଲେ ଚମତ୍କାର। ଚନ୍ଦ୍ର ଅଭିଯାନ ମଙ୍ଗଳାୟନ ବିଷୟ ପଢ଼ିସେ ଆନନ୍ଦିତ ମହାକାଶଯାନେବୁଲିଯିବେ ଦୁହେଁ ମନେମନେହେଲେପୁଲକିତ ଧରାପରିବେଶଭଲଲାଗୁ ନାହିଁ ମୁକୁଳକହିଲା ମନ ଖୋଲି ବଡ଼ହେଲେଦିନେମେଦିନୀଛାଡିବା ଅନ୍ୟଗାଲାକ୍ସିକୁଯିବା ଚାଲି। ତିଆରିକରିବା ଉପଗ୍ରହ ଯିଏ ଆଲୋକବେଗରେଯିବ ଧାଇଁ ପହଞ୍ଚାଇଦେବ ଏଲିଏନ ପାଖେ ପାଛୋଟିନେବେସେଖୁସିହୋଇ। ଜଟିଳହେଲାଣିମହାକାଶ ଯାତ୍ରା ସୁଶୀଳକହେ ଦୁଃଖିତ ମନେ ଶୂନ୍ୟରେ ଭାସଇନାନାଆବର୍ଜନା ଧକ୍କାହୁଏମହାକାଶ ଯାନେ। ମାଧ୍ୟାକର୍ଷଣପ୍ରଭାବ ବିହୀନ ଆକାଶେ ମଇଳାଅବଶେଷ ଉପଗ୍ରହ ଅବାରକେଟଯାନର ଖଣ୍ଡବିଖଣ୍ଡିତ ଭଗ୍ନ ଅଂଶ। ବଢ଼ି ବଢିଚାଲେ ପରିମାଣତାର ଭୟାବହ ହେବ ପରିସ୍ଥିତି ପୃଥ୍ବୀ ମହାକାଶ ଉଭୟ ଅସ୍ବଚ୍ଛ ଭିନ୍ନ ଯାହାତାଙ୍କ ଅବସ୍ଥିତି କର୍ମରେବିଶ୍ଵାସୀମୁକୁଳଭାଷଇ ଉଦିତସୁଦିନ ଦିବାକର ମହାକାଶପଥ ସ୍ବଚ୍ଛହେବଦିନେ ସୁଗମହେବଯାତ୍ରା ଆମର। ବିଜ୍ଞାନବଳରେ ଅସାଧ୍ୟସାଧନ କରିଛିକରୁଛି ଏ ମଣିଷ ବଡହେଲେଆମେବୈଜ୍ଞାନିକହୋଇ ପୂରଣକରିବା ଅଭିଳାଷ। କଥାନସରୁଣୁ ଖେଳବେଳ ଉଣ୍ଡି ଜମାହେଲେ ସାଙ୍ଗସାଥୀ ଆସି ହାତଧରି ଟାଣି ନେଇଗଲେଖରେ ମୁକୁଳ ସୁଶୀଳ ଭାରିଖୁସି। ∎