ରଜ ମଉଜ ଧନଞ୍ଜୟ ସ୍ଵାଇଁ ଜୁନ: ୨୦୨୫ Canonical: https://sishu.kabitawithoutborders.org/shishu/article_details-4a07d29d96.html ଆଷାଢ଼ ମାସରେ ରଜ ସଜବାଜ ଗହଳ ତୋଟାରେ ଲାଗିଛି ଦୋଳି ମାଟି ପଲମ ରେ ତିଆରି କରିଛି ପୋଡ଼ ପିଠା ବୋଉ ଯତନ କରି। ପାଦ ଅଳତା ରେ ଚନ୍ଦନ ଚିତା ରେ ସୁନ୍ଦରୀ ଦିଶନ୍ତି କିଶୋରୀ ଗଣ ରଜ ପାନ ଖାଇ ଦୋ ଳି ଗୀତ ଗାଇ କଉଡି ଖେଳରେ କାଟନ୍ତି ଦିନ। ନ ତ ନ ତ ଆମ୍ବ ପାଚିଲା ପଣସ ସୁଆଦିଆ ଲା ଗେ ସପୁରୀ ଭାରି ପକାଉ ପକାଉ ନୂଆ ତାଳ ସଜ ପାଟିରେ ନିମିଷେ ଯାଏ ବ ତୁ ରି। ବରଷା କୁ ଦେଖି ଚ ଷା ଭାଇ ଏବେ ହଳ ଯୋ ଚି ଲା ଣି କ୍ଷେତ କୁ ପରା ଦାଣ୍ଡ ଦୁଲୁ କେଇ ଜଗା ଆସୁଅଛି ଚାଲ ଦେଖି ଯିବା ରଥ ଯାତରା। ମାଟି ମଣିଷ ର କଥା କୁହେ ରଜ ବରଷକେ ଥରେ ଆସିଛି ସିଏ ହୁରି ପଡ଼ିଅଛି ଯାହା ଲାଗି ଏବେ ଗାଆଁ ଠାରୁ ଦୂର ସହର ଯାଏ।। ∎ ମୋ -9437000636