ମିଠା ଓ ପିଠା ଧନଞ୍ଜୟ ସ୍ଵାଇଁ ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-167bddbf4f.html କାଳି ଗାଇର ଖିର ଟି ମିଠା ମିଠା ଫୁଲର ମହୁ ତା ଗାଳି ମିଠା ଆକଟ ଆସି କରଇ ଯେବେ ବୋଉ ପାଟି କୁ ମିଠା ଗୁଡ଼ ଓ ଚିନି ସୁଆଦ ପାରେ ଜାଣି ମିଠା ଲାଗଇ ଆଖୁର ରସ ମିଠା ପ ଇ ଡ ପାଣି ମିଠା ଗୋ ଲା ପ ଜା ମୁ ,ଗୁଡ଼ ରେ ତିଆରି ଗୁ ଲୁ ଗୁ ଲା ମିଠା ବି ଛେ ନା ପୋ ଡ,ଜୀ ଲା ପି ପେଡା ଓ ରସଗୋଲା ବାମଫି ର ଜଳ ମିଠା, ଶୀତଳ ପିଇଲେ ଶୋଷ ମ ରେ ଜେଜେଙ୍କ ହସ ମିଠା, ପା କୁ ଆ ପାଟିରୁ ଯେବେ ଝରେ ମିଠା କଥା ରେ ଜଗତ ବଶ ମନେ ଥିବ ଟି ରଖି ତୁଣ୍ଡ ହୁଡିଲେ ନି ମି ଶେ ସିଏ ବି ପ ଦ ଆଣେ ଡା କି ବୋଉ ଗଢ଼ିଲା ପିଠାଟି ମିଠା ମିଠା ମୋ ମାତ୍ରୁଭାଷା ପିଠା ସାଙ୍ଗ ରେ ମିଠା ନ ଥିଲେ କି ବାହା, ବ୍ରତ, ଓଷା ।। ∎ ମୋ-9437000636