ହସିବ ଆମ ଦେଶ ଅଶୋକ କୁମାର ସେଠୀ ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-077eda73ac.html ନଦୀ ପାଣି ନଦୀ କି ଯାଆ ଆରେ ବରଷା ବରଷି ଯାଆ ମେଘ ବରଷା ଆଇଲା ମାଡ଼ି ଚଷା ପୁଅ ଗଲା ଅଣ୍ଟା ଭିଡ଼ି କଷ୍ଟ କରି କରିବ ରେ ଚାଷ ନରଖି ବ ଆମକୁ ଉପାସ ପନିପରିବା କର ଇ ଚାଷ ସବୁ କରେ ହୋଇ ହସ ହସ ଦେଶର ସିଏ ବଢାଏ ମାନ ତା ପାଇଁ ଅଛି ଆମ ଜୀବନ ଚଷା ଭାଈଟି ସଦା ଗରିବ ତାକୁ ଭରଷା ଏ ପାଣି ପାଗ ଗଛ ଲଗାଇବା ଧାଡ଼ି ଧାଡ଼ି ପରିବେଶ ଯିବନି ବିଗିଡ଼ି ଋତୁ ଅନୁଯାୟୀ ହବ ଚାଷ ହସିବ ଆମ ଭାରତ ଦେଶ। ସୁନାର ଦେଶ ଆମ ଭାରତ ତାପାଣି ପଵନ ଆମ ହିତ ଅନେକ ଭାଷା ଅନେକ ଜାତି ମାନିବୁ ଆମେ ଦେଶର ନିତି କୃଷକ ସୈନିକ ମିଳିମିଶି ଦେଶ ପ୍ରଗତି ରେ ରହି ଖୁସି। ଏକତା ଆମ ଦେଶର ବଳ ବିପଦରେ ରହିବା ଅଟଳ। ∎ ବଲାଙ୍ଗୀର ମୋ ୯୯୩୮୭୭୦୬୯୭